ବାଘୁଆପଲ୍ଲୀ ପଞ୍ଚାୟତ ବନ୍ଧଦ୍ୱାର ଗ୍ରାମରେ ବୁଲା କୁକୁର ଙ୍କ ଉତ୍ପାତ !!!

Spread the love

ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ପ୍ରହ୍ଲାଦ ବରାଡ଼ : ବାଘୁଆପଲ୍ଲୀ ପଞ୍ଚାୟତ ବନ୍ଧଦ୍ୱାର ଗ୍ରାମରେ ବୁଲା କୁକୁର ଙ୍କ ଉତ୍ପାତ ! ସୂଚନା ଅନୁଯାୟୀ ବନ୍ଧଦ୍ୱାର ଗ୍ରାମରେ ବୁଲା କୁକୁର କାମୁଡ଼ାରେ ତିନି ଜଣ ଆହତ ହୋଇଥିବା ବେଳେ , ସେମାନଙ୍କୁ ଚିକିତ୍ସା ପାଇଁ ଖଣ୍ଡପଡ଼ା ଡାକ୍ତରଖାନାକୁ ପଠାଯାଇଛି !

Leave a Reply

Your email address will not be published. Required fields are marked *