ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିଜ ଲେଖା ପାଇଁ ପରିଚିତ ରବିନାରାୟଣ ପଟ୍ଟନାୟକ ଙ୍କୁ ଆସନ୍ତା ଡିସେମ୍ବର ୧୭ ତାରିଖରେ ସମ୍ମାନ ପ୍ରଦାନ କରାଯିବ ।ଏକ ଅନୁଷ୍ଠାନ ର ବାର୍ଷିକ କାଯ୍ୟକ୍ରମ ରେ ତାଙ୍କୁ ଲେଖା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ । ପ୍ରକାଶ ଥାଉକି ତାଙ୍କ ଦ୍ଵାରା ଲେଖା ବେଶ୍ ଲୋକପ୍ରୀୟତା ପାଇଛି । ଏହି ସମ୍ମାନ ଆହୁରି ଆଗକୁ ଲେଖିବାକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି ।
ଡିସେମ୍ବର ୧୭ ତାରିଖରେ ଲେଖା ପାଇଁ ରବି ନାରାୟଣ ପାଇବେ ସମ୍ମାନ !!!

