ଆମ ରିପୋଟରକଟକଜିଲ୍ଲା

ସରିଲା ଜାଗର ମହୋତ୍ସବ : ଏବେ ସ୍ୱଚ୍ଛତା ଆଡକୁ ସ୍ବେଛାସେବୀ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସରିଯାଇଛି ଶିମିଳିପୁର ଜାଗର ମହୋତ୍ସବ ! ଧୂମଧାମ ରେ ଉତ୍ସବ ପାଳନ ପରେ ମହୋତ୍ସବ…

ଆମ ରିପୋଟରଗଜପତିଜିଲ୍ଲା

ଦ୍ୱିତୀୟ ଉତ୍କଳ କୃଷ୍ଣ ମେଳା ବହୁତ ସଫଳତାର ସହ ସଂପୂର୍ଣ୍ଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୨୧ ଓ ୨୨ଫେବୃଆରୀରେ ‘କୃଷ୍ଣ ଜାଗରଣ’ ସହିତ ମିଳିତ ଭାବରେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ସୂର୍ଯ୍ୟନଗର ଅଞ୍ଚଳର ଦିବ୍ୟାଙ୍ଗ ବର୍ଷା ନନ୍ଦଙ୍କ ପରିବାର କୁ ସହାୟତାର ହାତ ବଢାଇଲେ ଯୁବ ଇଞ୍ଜିନିୟର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ସୂର୍ଯ୍ୟନଗର ଅଞ୍ଚଳରେ ଏକ ଭଡା ଘରେ ରୁହନ୍ତି ଦିବ୍ୟାଙ୍ଗ…

ଆମ ରିପୋଟରଜିଲ୍ଲାମୟୁରଭଞ୍ଜ

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ !!!

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ଦିନକୁ ଦିନ ବେକାରି ମାନଙ୍କ ସମସ୍ୟା ବଢିବାରେ ଲାଗିଛି । ତେବେ ଏଭଳି…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଘରେ ପଶି ଆକ୍ରମଣ କଲେ ଦୁର୍ବୁତ୍ତ : ଝାମ୍ପି ନେଲେ ସୁନା ଅଳଙ୍କାର !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ତାଳବେଡା ବନମାଳୀପୁର ସ୍ଥିତ କାଠିଆ ସାହୁ ଙ୍କ ଘରେ ପଶି କଟୁରୀ ଓ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ସମ୍ବର୍ଦ୍ଧନା ସଭା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓଡ଼ିଶା ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି…

ଅପରାଧଆମ ରିପୋଟରଜିଲ୍ଲାମୟୁରଭଞ୍ଜ

ଡାହାଣୀ ସନ୍ଦେହ ରେ ମହିଳା ଙ୍କୁ ଆକ୍ରମଣ କରି ହରଡ଼ଘଣାରେ ଗ୍ରାମବାସୀ !!!

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ଡାହାଣୀ ସନ୍ଦେହ ରେ ଆଦିବାସୀ ମହିଳା ଙ୍କୁ ଗ୍ରାମବାସି ନିର୍ଯାତନା ଦେଇ ବାସନ୍ଦ…

ଆମ ରିପୋଟରଜିଲ୍ଲାରାୟଗଡା

ଆପୋଲ ହସ୍ପିଟାଲ ରେ ଶ୍ରମିକ ମାରଣ ନୀତି ଓ ଜନସାଧାରଙ୍କୁ ଶୋଷଣ ବିରୋଧରେ ଚଳିତ ମାସ ୨୫ ତାରିଖରେ ଗଣଧାରଣା !!!

ରାୟଗଡ଼ା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଭାରତୀୟ ମଜଦୂର ସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ଆପୋଲୋ ହସ୍ପିଟାଲରେ ଶ୍ରମିକ ମାରଣ ନୀତି…