ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଗାନ୍ଧୀ ମାର୍ଗରେ ତୃଷାର୍ତ୍ତ ଲୋକଙ୍କ ପାଇଁ ଖୋଲିବା ଜଳସେବା କେନ୍ଦ୍ର ! ଅଗ୍ରଣୀ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ତରଫରୁ ବିଶ୍ବ ଜଳ ଦିବସ ଅବସରରେ ଲୋୟର ପିଏମଜି ଗାନ୍ଧୀ ମାର୍ଗ ରେ ଜଳସେବା କେନ୍ଦ୍ର ଖୋଲାଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି !
ଗ୍ରୀଷ୍ମ ପ୍ରବାହ ଶେଷ ଯାଏଁ ଚାଲିବ ଜଳଦାନ ସେବା !!!

