ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଖୋର୍ଦ୍ଧା ନିକଟସ୍ଥ ପିତାପଲି ଛକ ରେ ନାଳ କୁ ଖସିଲା ମୋ ବସ , ୨୦ ଯାତ୍ରୀ ଆହତ ! ସୂଚନା ଅନୁଯାୟୀ ରାସ୍ତାକଡ଼ ନାଳକୁ ଖସିଲା ମୋ ବସ୍ , ୨୦ ଯାତ୍ରୀ ଆହତ ହୋଇଛନ୍ତି ! ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ! ଆହତ ଯାତ୍ରୀ ମେଡିକାଲରେ ଭର୍ତ୍ତି, ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା ବସ୍ ଟି ! ତେବେ ବିଭିନ୍ନ ସ୍ଥାନରେ ମୋ ବସ ଚାଳକ ମାନଙ୍କର ଖାମଖିଆଲି ଗାଡି ଚାଳନା କାରଣରୁ ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହୋଇଛି !
ଖୋର୍ଦ୍ଧା – ପିତାପଲି ଛକ ରେ ନାଳ କୁ ଖସିଲା ମୋ ବସ !!!

