ନିର୍ବାଚନ ଆଚରଣ ବିଧିକୁ ନେଇ ବିଜେପି ଆଣିଲା ସାଙ୍ଘାତିକ ଅଭିଯୋଗ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିର୍ବାଚନ ଆଚରଣ ବିଧିକୁ ନେଇ ବିଜେପି ଆଣିଲା ସାଙ୍ଘାତିକ ଅଭିଯୋଗ ! 5T ର ପ୍ରଚାର ପ୍ରସାରରେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିବା 500 କୋଟି ଟଙ୍କାକୁ ବିଜୁ ଜନତା ଦଳଠାରୁ ଆଦାୟ କରାଯାଉ l ଓଡିଶା ଲୋକଙ୍କ ଅର୍ଥ କାହଁକି ବିଜେଡିର ପ୍ରଚାରରେ ଅପବ୍ୟୟ କରାଯିବ ? ଗୋପବନ୍ଧୁ ଦାସଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯାଳୟରୁ ବହିଷ୍କାର କରାଯାଉ , ମୁଖ୍ୟମନ୍ତ୍ରୀ କାର୍ଯାଳୟ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବାରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ନଲଢିଲେ ଭଲ l ନହେଲେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ଅସିଦ୍ଧ ହେଲା ଭଳି ମୁଖ୍ୟମନ୍ତ୍ରୀଙ୍କର ନିର୍ବାଚନ ଅସିଦ୍ଧ ହୋଇଯିବ ବୋଲି କହିଛନ୍ତି ବିଜେପି ପ୍ରବକ୍ତା ଅନିଲ ବିଶ୍ୱାଳ !

 

Leave a Reply

Your email address will not be published. Required fields are marked *