ସୁକିନ୍ଦା ବଜରଙ୍ଗ ଦଳ ଦ୍ଵାରା ଗୋରୁ ବୋଝେଇ ଗାଡି ଜବତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବଜରଙ୍ଗ ଦଳ ଦ୍ଵାରା ଗୋରୁ ବୋଝେଇ ଗାଡି ଜବତ ! ସୁକିନ୍ଦା ଥାନା ଅନ୍ତର୍ଗତ ଜାମୁପଶି ମୁଖ୍ୟ ରାସ୍ତାରୁ ସକାଳ ସମୟରେ ସୁକିନ୍ଦା ବଜରଙ୍ଗ ଦଳ ଦ୍ଵାରା ଏକ ବେଆଇନ ଗୋରୁ ବୋଝେଇ ଗାଡି ଜବତ କରାଯାଇଛି । ସୁକିନ୍ଦା ବଜରଙ୍ଗ ଦଳ ସହ ସଂଯୋଜକ ପ୍ରଶାନ୍ତ ରଣାଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ ବେଆଇନ ଗୋରୁ ବୋଝେଇ ଗାଡିକୁ କାବୁ କରି , ସୁକିନ୍ଦା ଥାନାରେ ଜିମା ଦେଇଥିବା ଜଣାଯାଇଛି !

Leave a Reply

Your email address will not be published. Required fields are marked *