ଆମ ରିପୋଟରକଟକଜିଲ୍ଲା

ସାଲେପୁର ରେ ଆୟୋଜିତ ହେବ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ କଟକ ଜିଲ୍ଲାର ସାଙ୍ଗଠନିକ ବୈଠକ !!!

ନିଶ୍ଚିନ୍ତକୋଳି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲାର ସାଲେପୁର , ନିଶ୍ଚିନ୍ତକୋଇଲି , ମାହାଙ୍ଗା ଏବଂ ନେମାଳ ଅଞ୍ଚଳର ଡିଜିଟାଲ…

ଆମ ରିପୋଟରଗଜପତିଜିଲ୍ଲା

ସାମାଜିକ ସେବା ପାଇଁ ଗଜପତି ଜିଲ୍ଲା ରୁ ତିନି ଜଣ ନେତାଜୀ ସୁଭାଷ ଚନ୍ଦ୍ର ଗ୍ଲୋବାଲ ଆଇକନ୍ ଲିଡର୍ ପୁରସ୍କାର ୨୦୨୪ ରେ ସମ୍ମାନିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ଵ ଗୁରୁ ଭାରତ ସମ୍ମିଳନି ଓ ବିଶ୍ ବୁକ୍ ଅଫ୍ ଷ୍ଟାର ରେକର୍ଡ ଆନୁକୂଲ୍ୟରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ଶାରଦୀୟ ପର୍ବ ଆରମ୍ଭ : ମା’ ଭଗବତୀଙ୍କ ଦେବୀନୃତ୍ୟରେ ପୀଠ ଚ଼ଳଚଞ୍ଚଳ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶରତ ଆକାଶ ରେ ଭସା ମେଘର ମହ୍ଲାର । ନଦୀ ପଠା ରେ କାଶ…

ଆମ ରିପୋଟରଗଜପତିଜିଲ୍ଲା

ଆନ୍ଧ୍ର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 56 ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବ୍ୟକ୍ତିତ୍ୱ ବିକାଶର ପ୍ରକୃଷ୍ଟ ମାଧ୍ୟମ ହିଁ ସେବା !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ମଙ୍ଗଳ ବାର ଏନଏସଏସ ଦିବସ ପାଳିତ…

ଆମ ରିପୋଟରଗଜପତିଜିଲ୍ଲା

ରାଜ୍ୟସ୍ତରୀୟ ଭଲି ବଲ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କବି ହରିହର ମିଶ୍ରଙ୍କ ବିୟୋଗରେ ଶୋକସଭା !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦ ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ କୃଷ୍ଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : 1986 ମସିହା ବ୍ୟାଚ ଛାତ୍ରଙ୍କ ପକ୍ଷରୁ ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ କୃଷ୍ଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ରାଜସ୍ବ ଅଧିକାରୀ ମାନଙ୍କ ବୈଠକ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ରାଜସ୍ବ ଅଧିକାରୀ ମାନଙ୍କ ବୈଠକ…

ଆମ ରିପୋଟରକଟକଜିଲ୍ଲା

ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଏବଂ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ !!!

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଏବଂ ଶ୍ରଦ୍ଧାଞ୍ଜଳୀ ସଭା…