ସାବଧାନ ! ନରସିଂହପୁର ରେ ବୁଲୁଛି ବାଘ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ସାବଧାନ ! ନରସିଂହପୁର ରେ ବୁଲୁଛି ବାଘ ! ଜୟପୁର ପ୍ରଗଳା ରାସ୍ତାର ବଡଭୂଇଁ ନିକଟ ସୁଳିଆବାଙ୍କ ନିକଟରେ ବୁଲୁଛି ବାଘ ! ସାବଧାନ ! ନରସିଂହପୁର ରେ ବୁଲୁଛି ବାଘ ! ଏକଥା ପ୍ରଚାରିତ ହେବା ପରେ ସାଧାରଣରେ ସୃଷ୍ଟି ହୋଇଛି ଭୟର ବାତାବରଣ ! ସୂଚନ ଯୋଗ୍ୟ ଯେ , ପ୍ରଗଳା ପୀଠରେ ଯାତ୍ରା ଚାଲିଥିବା ସମୟରେ ଲୋକଙ୍କର ଯାତାୟାତ ଲାଗି ରହିଛି ! ତେଣୁ ସୁରକ୍ଷା ଦୃଷ୍ଟିରୁ ବନଖଣ୍ଡ ଅଧିକାରୀ ମନୋଜ ପାତ୍ର ଙ୍କ ତତ୍ତ୍ୱାବଧାନରେ ପାଟ୍ରୋଲିଂ ଚାଲିଛି ! ଏବଂ ଏହା ଏକ କଲରା ପତରିଆ ବାଘ ବୋଲି ଅଧିକାରୀ ସୂଚନା ଦେଇଛନ୍ତି !