ଆମ ରିପୋଟରଜିଲ୍ଲାଯାଜପୁର

ଆମ୍ବଗାଡିଆ ବୀରଭୂମିରେ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିସ୍ଥାପିତ, ଜମିହରା କ୍ଷତିଗ୍ରସ୍ତ ବିଚାରମଞ୍ଚ ପକ୍ଷରୁ ଆମ୍ବଗାଡିଆ ବୀରଭୂମିରେ ଆୟୋଜିତ ହୋଇଯାଇଛି ସାମ୍ୱାଦିକ ସମ୍ମିଳନୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗଜପତି ବୀରକିଶୋର ଦେବ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ !!!

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତର ଗୁଡ଼ୁମ ଗ୍ରାମର ଗଜପତି ବୀରକିଶୋର ଦେବ ସରକାରୀ…

ଆମ ରିପୋଟରଜିଲ୍ଲାଯାଜପୁର

୨୫୪ ଓ ୨୫୫ ତମ ସପ୍ତାହରେ ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ସହ ୭୧ତମ ସମୀକ୍ଷା ବୈଠକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୁଃଖୀ,ଅସହାୟ, ଵୁଭୁକ୍ଷୁ, ଦିବ୍ୟାଙ୍ଗ, ପାଗଳା ପାଗିଳି,ରୋଗୀ, ଜରା,ଅନାଥ ଆଦିଙ୍କ ମୁହଁରେ ହସ ଫୁଟାଇବା ନିମନ୍ତେ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟ ରେ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କେରଳର ଦମ୍ପତି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରୁ ୬୭ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ…

ଆମ ରିପୋଟରଗଜପତିଜିଲ୍ଲା

ଆବାସିକ ବିଦ୍ୟାଳୟର ପରିଚାଳକ ଓ ମେଟ୍ରୋନ ମାନଙ୍କୁ ନେଇ ଶିଶୁ ସୁରକ୍ଷା ଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆବାସିକ ବିଦ୍ୟାଳୟର ପରିଚାଳକ ଓ ମେଟ୍ରୋନ ମାନଙ୍କୁ ନେଇ ଶିଶୁ ସୁରକ୍ଷା ଉପରେ ଏକ…