ବିଶ୍ଵ ଶ୍ରମିକ ଦିବସ ରେ ଓଡ଼ିଶା ମଟର ଚାଳକ ସଙ୍ଘ ପକ୍ଷ ରୁ ଚଲ। ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର କଲେଜ ଛକ ଠାରେ ବିଶ୍ଵ ଶ୍ରମିକ ଦିବସ ରେ ଓଡ଼ିଶା ମଟର ଚାଳକ ସଙ୍ଘ ପକ୍ଷ ରୁ ପଥଚାରୀ ଙ୍କୁ ଚଲା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଟର ଚାଳକ ସଙ୍ଘ ର ସଭାପତି ଏନ. ଶ୍ରୀନିବାସ ଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଗୋପାଳକୃଷ୍ଣ ମହାନ୍ତି, ଦୁର୍ଗ ରାଓ, ଖଗେଶ୍ବର ରାଓ, କେ ରାମ ବାବୁ, ମିଥୁନ ପରିଛା, କେ ସି ହେଚ ରେଡ୍ଡୀ, ସନ୍ତୋଷ ମହ।କୁଡ ପ୍ରମୁଖ ଉପସ୍ଥିତ ରହି ପଥଚାରି ଙ୍କୁ ଚଲା ବଣ୍ଟନ କରିଥିଲେ !

Leave a Reply

Your email address will not be published. Required fields are marked *