ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଜଙ୍ଗଲ ପାଡୁ ଠାରୁ ସରଦାପୁର କାମଧେନୁ ପର୍ଯ୍ୟନ୍ତ ଆରଡ଼ି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଫଳରେ ଯାତାୟାତ ରେ ଅସୁବିଧା ହେବା ସହ ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନ ଯାତାୟାତ ରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ରାସ୍ତା ଖରାପ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ ମଧ୍ୟ ହୋଇଥିଲା ! ଜିଲ୍ଲା ପ୍ରଶାସନ ସମସ୍ୟା କୁ ଗୁରୁତ୍ବ ଦେଲେ ଜନ ସାଧାରଣ ଉପକୃତ ହେବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି !
ଆରଡ଼ି ରାସ୍ତା ଅବସ୍ଥା ଶୋଚନୀୟ : ଜନତା ହନ୍ତସନ୍ତ !!!

