ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକ ମାନଙ୍କ ରବି ଧାନ କ୍ରୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଙ୍କ ଆଲୋଚନା ! ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକ ମାନଙ୍କ ରବି ଧାନ କ୍ରୟ ସଂପର୍କରେ ଆଲୋଚନା କରିଛନ୍ତି ! ମଣ୍ଡିରେ କିପରି ଚାଷୀ ମାନେ ସହଜରେ ଧାନ ଦେଇ ନିର୍ଦ୍ଧାରିତ ମୂଲ୍ୟ ପାଇଁ ପାରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା !
ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକ ମାନଙ୍କ ରବି ଧାନ କ୍ରୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଙ୍କ ଆଲୋଚନା !!!

