ବିଜେପି ରେ ଯୋଗଦେଲେ ଦେବାଶିଷ ସାମନ୍ତରା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଜେପି ରେ ଯୋଗଦେଲେ ଦେବାଶିଷ ସାମନ୍ତରା ! ଭାରତର ଜଶ୍ୱସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଓ ଏକ ସମୃଦ୍ଧ ତଥା ସ୍ୱାଭିମାନି ଓଡ଼ିଶା ଗଠନ ଦିଗରେ ନିଜକୁ ସମର୍ପିତ କରି, ଭାରତୀୟ ଜନତା ପାର୍ଟିରେ ଯୋଗଦାନ କଲେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମୋର କୃତଜ୍ଞତା ଜଣେଇବା ସହ ଦେଶର କୋଣ ଅନୁକୋଣରେ କାର୍ଯ୍ୟରତ ଭାରତୀୟ ଜନତା ପାର୍ଟିର କୋଟି କୋଟି କର୍ମୀ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *