କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ର ନୂତନ କୋଠା ପ୍ରତିଷ୍ଠା !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ର ନୂତନ କୋଠା ପ୍ରତିଷ୍ଠା ! କଳାନିକେତନ ଛକ ଠାରେ ଥିବା ଜିଲ୍ଲା ଯୋଜନା ବୋର୍ଡ ର ନୂତନ କୋଠା କୁ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ରଘୁରାମ ମାଛ ପ୍ରତିଷ୍ଠା କରିଛନ୍ତି ! ନୂତନ ରୂପେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହେବା ପରେ , ନୂତନ କୋଠା କୁ ଆଜି ପୂଜାର୍ଚନା କରି ପ୍ରତିଷ୍ଠା କରାଯାଇଥିଲା ! ଏହାପରେ ସମସ୍ତ କର୍ମଚାରୀ ଅଫିସ ରେ ପ୍ରବେଶ କରିଥିଲେ , ପାର୍ଟି ର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *