ପାରଳାଖେମୁଣ୍ଡିରେ ରଥ ନିର୍ମାଣ ସମୀକ୍ଷା କଲେ ବିଧାୟକ ରୁପେଶ ପାଣିଗ୍ରାହୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ହେବାକୁ ଥିବା ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି ! କିଭଳି ରଥ ନିର୍ମାଣ ଚାଲିଛି ତାହା ବୁଲି ଦେଖିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ । ଆଜି ସକାଳୁ ବିଧାୟକ ଶ୍ରୀ ଜଗନ୍ନାଥ ରେ ମନ୍ଦିର ପହଞ୍ଚି ଦର୍ଶନ କରିବା ପରେ ଆଗାମୀ 16 ତାରିଖ ରେ ଥିବା ଘୋଷ ଯାତ୍ରା କିଭଳି ସୁରୁଖୁରୁ ରେ ହେବ ସେନେଇ ଆଲୋଚନା କରିଥିଲେ ! ମନ୍ଦିର କମିଟିର ଦୁର୍ଗା ମାଧବ ପାଣିଗ୍ରାହୀ , ମାଲ୍ଲା ଶ୍ରୀନୁ, ଯୁଗଳ ଦାସ ପ୍ରମୁଖ ଙ୍କ ସହ ଆଲୋଚନା କରିବା ସହ , ରଥ ଖଳା ରେ ବୁଲି ରଥ ନିର୍ମାଣ କାର୍ଯ୍ୟ ଦେଖିଥିଲେ |

Leave a Reply

Your email address will not be published. Required fields are marked *