ମହାପ୍ରଭୁଙ୍କର ନେତ୍ର ଉତ୍ସବ : ନବ ଯୌବନ ଦର୍ଶନ କଲେ ଭକ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆନନ୍ଦ ଉଲ୍ଲାସରେ ମହାପ୍ରଭୁଙ୍କର ନେତ୍ର ଉତ୍ସବ ପାଳିତ , ନବ ଯୌବନ ଦର୍ଶନ କଲେ ଭକ୍ତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ସମ୍ପନ୍ନ ହୋଇଥିବା ବେଳେ ନବ ଯୌବନ ଦର୍ଶନ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା । ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଇଥିଲା । ଜଗନ୍ନାଥ ମନ୍ଦିର ପରିସର ଚଳଚଞ୍ଚଳ ହେବା ସହ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *