ଆମ ରିପୋଟରଗଜପତିଜିଲ୍ଲା

ଅଭିଯୋଗ ପାଇ ସ୍ଥିତି ଅନୁଧ୍ୟାନ କଲେ ପାରଳା ବିଧାୟକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ହିଡ଼ ବନ୍ଧ ନିର୍ମାଣ କାର୍ଯ୍ୟରେ ଅବହେଳା…

ଆମ ରିପୋଟରକଟକଜିଲ୍ଲା

ବୃକ୍ଷ ରୋପଣକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଯୁବ ସମାଜସେବୀଙ୍କ ଆହ୍ୱାନ !!!

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ବନ ମହୋତ୍ସବ ଅବସରରେ ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକ ପରିବେଶ ସୁରକ୍ଷା ନେଇ ଏକ…

ଆମ ରିପୋଟରଗଜପତିଜିଲ୍ଲା

ବାଲ୍ୟ ବିବାହ ନିରାକରଣ ତାଲିମ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିରାକରଣ ପାଇଁ…

ଆମ ରିପୋଟରକୋରାପୁଟଜିଲ୍ଲା

ନିଶାମୁକ୍ତ ଓଡିଶା ଅଭିଯାନ ପାଇଁ ଅଣ୍ଟା ଭିଡ଼ିଲା କୋରାପୁଟ ପୋଲିସ !!!

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିଶାମୁକ୍ତ ଓଡିଶା ଅଭିଯାନ ପାଇଁ ଅଣ୍ଟା ଭିଡ଼ିଲା କୋରାପୁଟ ପୋଲିସ l କୋରାପୁଟ ପୋଲିସ…

ଆମ ରିପୋଟରଜିଲ୍ଲାନୟାଗଡ

ରଣପୁରରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ସଭାଗୃହଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର…

ଅପରାଧଆମ ରିପୋଟରଗଜପତିଜିଲ୍ଲା

ଥଣ୍ଡାପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ : ଭୋଗିବେ ୨୦ ବର୍ଷର ସଶ୍ରମ କାରାଦଣ୍ଡ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମାଜରେ ଦିନକୁ ଦିନ କୋମଳମତି ଶିଶୁଙ୍କ ଉପରେ ନାନା ପ୍ରକାର ପାଶବିକ ଅତ୍ୟାଚାର ଦେଖିବାକୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଅଧ୍ୟାପକ ସଂଗ୍ରାମ ସାହୁ ଙ୍କ ଅକାଳ ବିୟୋଗ : ଏହି ଦୁଃଖଦ ସମ୍ବାଦରେ ସମଗ୍ର ବାଣପୁର ଅଞ୍ଚଳ ସ୍ତବ୍ଧ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ବିଶିଷ୍ଠ ସାରସ୍ଵତ ସାଧକ, ଅଧ୍ୟାପକ ସଂଗ୍ରାମ କେଶରୀ…

ଆମ ରିପୋଟରକଟକଜିଲ୍ଲା

ଚାଷୀଙ୍କ କାର୍ଯ୍ୟରେ ଆସୁନାହିଁ ପ୍ରାଣୀ ସହାୟକ ଚିକିତ୍ସା କେନ୍ଦ୍ର !!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଚାଷୀଙ୍କ କାର୍ଯ୍ୟରେ ଆସୁନାହିଁ ପଶୁ ଚିକିତ୍ସାଳୟ କେନ୍ଦ୍ର ! ଓଡିଶା ସରକାର ପଶୁ ମାନଙ୍କ…