ଗଜପତି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଜପତି ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ପ୍ରତିନିଧି ରେଣୁବାଳା ବେହେରାଙ୍କ ପିତୃ ବିୟୋଗ ହୋଇ ଯାଇଛି । ସେ ଜଣେ ମିଷ୍ଟଭାଷୀ , ପରୋଉପକାରୀ , ଶାନ୍ତ ସରଳ , ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ ! ଅନ୍ତିମ ଶଯ୍ୟାରେ ପରିବାର ବନ୍ଧୁ ବାନ୍ଧବ ଉପସ୍ଥିତ ଥିବା ସମୟରେ ଅନ୍ତିମ ସଂସ୍କାର କାର୍ଯ୍ୟ ସ୍ୱର୍ଗଦ୍ୱାର ରେ ହୋଇଥିଲା ! ପ୍ରକାଶ ଥାଉକି ସେ , ଗଜପତି ଜିଲ୍ଲା ର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ବେହେରା ଙ୍କ ଶ୍ୱଶୁର ଅଟନ୍ତି ।
ସାମ୍ବାଦିକା ରେଣୁବାଳା ବେହେରାଙ୍କ ପିତୃ ବିୟୋଗ !!!

