ବାଙ୍କୀ ର ବିଭିନ୍ନ ସ୍ଥାନରେ ଲାଗୁହେଲା ଧାରା 163 !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ବିଭିନ୍ନ ସ୍ଥାନରେ ଲାଗୁହେଲା ଧାରା 163 ! ବାଙ୍କୀ ରେ ବଢ଼ିବାରେ ଲାଗିଛି ରାଜନୈତିକ ଉତେଜନା ! ବଦଳୁଛି ବାଙ୍କୀ ରାଜନୀତି ର ମାହୋଲ , ବଡ ଶକ୍ତି ପ୍ରଦର୍ଶନ ପାଇଁ ଚାଲିଛି ପ୍ରସ୍ତୁତି ! କର୍ମୀଙ୍କୁ ଏକାଠି କରୁଛନ୍ତି ବିଜେପି ନେତା , ଆଉ ତାର ମୁକାବିଲା ପାଇଁ ବାଙ୍କୀ ଜନତା ଦଳ ମଧ୍ୟ ଖଟାଇଛି ପୁରା ଶକ୍ତି ! ତେବେ ସୂଚନା ପାଇ ବାଙ୍କୀ ପ୍ରଶାସନ ନେଇଛି ବଡ ପଦକ୍ଷେପ ! ବାଙ୍କୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ବାଙ୍କୀ ବ୍ଲକ କାର୍ଯ୍ୟାଳୟ ଏବଂ ଡମପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଲାଗୁ କରାଯାଇଛି ଧାରା 163 !

Leave a Reply

Your email address will not be published. Required fields are marked *