ମୃଦୁ ଭୂମିକମ୍ଫ ରେ ଥରିଲା ଲକ୍ଷ୍ମୀପୁର !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମୃଦୁ ଭୂମିକମ୍ଫ ରେ ଥରିଲା ଲକ୍ଷ୍ମୀପୁର ! ଗତ କାଲି ରାତି ୮ ଟା 45 ସମୟରେ କୋରାପୁଟ ଜିଲ୍ଲା ର ଖଣି ଅଞ୍ଚଳ ରୂପେ ପରିଚିତ ଲକ୍ଷ୍ମୀପୁର ବ୍ଲକ ର ସଦର ମହକୁମା ରେ କିଛି ସେକେଣ୍ଡ ପାଇଁ ମୃଦୁ ଭୂମିକମ୍ଫ ଅନୁଭୂତ ହୋଇଥିବାର ଜଣାପଡିଛି ! କିଛି ସମୟ ପାଇଁ ଘର କାନ୍ଥ ଚଟାଣ ହଲିଲା ପରି ସ୍ଥାନିୟ ଜନସାଧାରଣ ଅନୁଭବ କରିବାର ଖବର ଆମର ହସ୍ତଗତ ହୋଇଛି l ଏହି ମୃଦ୍ୟୁ ଭୂମିକମ୍ଫ ରେ କାହାର କିଛି କ୍ଷତି ହୋଇନାହିଁ ! ତେବେ ହଠlତ କଣ ହେଉଛି ସ୍ଥାନୀୟ ଲୋକେ ଜାଣିପାରି ନଥିଲେ , ସୂଚନା ଯୋଗ୍ୟ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଦାମନଯୋଡି ଭଳି ଖଣି ଅଞ୍ଚଳ ରେ ଭୂମିକମ୍ଫ ର ଝଟକା ପ୍ରାୟତଃ ହେଉଥିଲା ବେଳେ ଏହା ପରିବେଶବିତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି l

Leave a Reply

Your email address will not be published. Required fields are marked *