ଗଜପତି ର ପୁରପଲ୍ଲୀ ରେ ରକ୍ଷା ବନ୍ଧନ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର ପୁରପଲ୍ଲୀରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି । ସକାଳୁ ସକାଳୁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇ ର ମଙ୍ଗଳ କାମନା କରନ୍ତି , ଭାଇ ର ସୁରକ୍ଷା ସକାଶେ ରାକ୍ଷୀ ବାନ୍ଧନ୍ତି । ଦୀର୍ଘାୟୁ କାମନା କରି ଥାଆନ୍ତି , ଭାଇ ଭଉଣୀ ର ସମ୍ପର୍କ ନିବିଡ଼ ଅତୁଟ ରହିଥାଏ ! ସଂସ୍କୃତି ପରମ୍ପରା ବଜାୟ ରହିଛି । ଆଜି ବଳରାମ ଠାକୁରଙ୍କ ଜନ୍ମ ଦିନ ସହ ଗହ୍ମା ପୂର୍ଣ୍ଣିମା ହୋଇଥିବାରୁ ଘରେ ଘରେ ଆଜି ଚାଷରେ ଲାଗିଥିବା ସରଂଜାମ କୁ ରଖି ପୂଜା କରାଯାଏ ।

Leave a Reply

Your email address will not be published. Required fields are marked *