ଆମ ରିପୋଟରଗଜପତିଜିଲ୍ଲା

ଲଙ୍ଗଳ ଧରି ଚାଷ ଜମିରେ ଚାଷ କଲେ ବିଧାୟକ ରୂପେଶ ପାଣିଗ୍ରାହୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ୱାଧୀନତା ଦିବସରେ ରାଜଧାନୀ କିମ୍ବା ସହରରେ ରହି ଉତ୍ସବ ପାଳନ କରିବା ପରିବର୍ତ୍ତେ ଆଦିବାସୀ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟସ୍ମାର୍ଟ ସିଟି

ଡାହାଣ ପାଖରେ ତୁଷାରକାନ୍ତ : କିନ୍ତୁ ହୃଦୟ ଭିତରେ ଦେବୀରଞ୍ଜନ ତ୍ରିପାଠୀ !

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଅବସର ଥିଲା ଭତାରୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ବିଭାଜନ ବିଭୀଷିକା ସ୍ମୃତି କାର୍ଯ୍ୟକ୍ରମର…

ଆମ ରିପୋଟରଗଜପତିଜିଲ୍ଲା

ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା : ଆଜୀବନ କାରାଦଣ୍ଡ ଭୋଗିବେ ପତ୍ନୀହନ୍ତା ସ୍ୱାମୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୨…

ଆମ ରିପୋଟରଗଜପତିଜିଲ୍ଲା

ସେପ୍ଟେମ୍ବର ୧୨ ରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ପାରଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ…

ଆମ ରିପୋଟରଗଜପତିଜିଲ୍ଲା

ଓଡିଶା ମାନଚିତ୍ରରୁ ହଜି ଯାଇଛି କି ଗଜପତିର ରୁବାଲ ଗ୍ରାମ : ଦୀର୍ଘ ବର୍ଷ ଧରି ଭୋଟ ଦେବା ଅଧିକାରରୁ ବଞ୍ଚିତ ଗ୍ରାମବାସୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡିଶା ମାନଚିତ୍ରରୁ ହଜି ଯାଇଛି କି ଗଜପତିର ରୁବାଲ ଗ୍ରାମ.? ଦୀର୍ଘ ବର୍ଷ ଧରି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗୋଶାଳା ଭିତରେ ଆଣ୍ଠୁଏ କାଦୁଅ : କଲବଲ ହେଉଛନ୍ତି ଗୋରୁ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଆଇନ ଗୋଚାଲାଣ ରୋକିବାରେ କଠୋର ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସରକାର ! ଗୋସୁରକ୍ଷା ନାମରେ…