ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ବିଜୁ କଲ୍ୟାଣ ମଣ୍ଡପ ଠାରେ ସନ୍ଧ୍ୟା ରେ ସାଧାରଣ ସଭା ସହ ପୁରସ୍କାର ବିତରଣ ସାଂସ୍କୃତିକ କାର୍ଯ୍ୟକର୍ମ ଅନୁଷ୍ଟିତ ହୋଯାଇଛି। ଏହି କାର୍ଯ୍ୟ କର୍ମରେ ମାନ୍ୟବର ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୋବର। ତ୍ରିପତି ରାଓ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲ କ୍ଷ୍ ଣ ମୁର୍ମୁ କାଉନସିଲର ବାବୁନା ବେହେର।, ବାଳକୃଷ୍ଣ ପାତ୍ର, ସାଂସଦ ପ୍ରତି ନିଧି ଆ ଦ ର ସ ଦାସ,ସ୍ୱତନ୍ତ୍ର ଉନନୟନ ପରିଷଦ ଅଧ୍ୟକ୍ଷ କାମଦେବ ବଡ଼ ନାୟକ, ପ୍ରମୁଖ ମଞ୍ଚାସିନ ଥିଲେ। ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ପରିଷଦ ବିକାଶ ମୂଳକ କାର୍ଯ୍ୟ ଓ ଭବିଶତ କାର୍ଯ୍ୟ ପନ୍ଥା ଉପରେ ସୂଚନା ପ୍ରଦାନ କରିଥିଲେ। ପୂର୍ବରୁ ଆୟ ଜିତ ବିଭିନ୍ନ ପ୍ରତି ଯୋଗୀ ତ। ରେ ଅଂଶ ଗ୍ରହଣ କରିଥିବା କୃତିତ୍ୱ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପରେ ସଂସ୍କୃତ କ କାର୍ଯ୍ୟକର୍ମ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟ କର୍ମରେ ସହର ର ବହୁ ମନ୍ୟ ଗଣ୍ୟ ବେକ୍ତି, ବରିଷ୍ଟ ନାଗରିକ, ବୁଦ୍ଧି ଯିବି ଗଣ ମଧ୍ୟମ ସହର ର ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ। ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ କହିଥିଲେ ଯେ ସହର ର ବିକାଶ ସକାଶେ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ।
ସ୍ୱାୟତ୍ତ ଶାସନ ଦିବସରେ ସାଧାରଣ ସଭା, ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ !!!

