ଆରମ୍ଭ ହୋଇଛି ବର ଅଶ୍ୱତଥ ବୃକ୍ଷ ସୁରକ୍ଷା ଅଭିଯାନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଡମପଡା, ବାଙ୍କୀ ବ୍ଳକ, ବାଙ୍କୀ ଏନ ଏ ସି ର ବିଭିନ୍ନ ସ୍ଥାନ ଯଥା ଅନାହତ ଗୁମ୍ଫା, କୁଶୁପଙ୍ଗୀ, ପାଥପୁର, ତାଳବସ୍ତ, ଗୋଡିପାଟଣା, ବାଘଖିଆନାଳ ଭିଜିପୁଟ, ବିଲିପଡା, ଭଗୀପୁର, ଚକାପଦା, ବ୍ରହ୍ମପୁରା ଆଦିସ୍ଥାନରେ ଲାଗିଥିବା ପ୍ରାୟ ୧୫୦ ବର ଅଶ୍ୱତଥ ବୃକ୍ଷ ଲଗାଯାଇଛି | ସେଗୁଡିକର ସୁରକ୍ଷା ପାଇଁ ପ୍ରତି ରବିବାର ଆବାହକ ଅକ୍ଷୟ କୁମାର ସାମଲଙ୍କ ସହିତ ଶଶୀଭୂଷଣ ତ୍ରିପାଠୀ, ମନୋଜ କୁମାର ରାଉତ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଆଦିତ୍ୟ ନାରାୟଣ ସାହୁ, ରବୀନ୍ଦ୍ର କୁମାର ଲେଙ୍କା, ବିବିନ୍ଦ୍ର ରଣା, ମହିମା ଦାସ, ଯୋଗେନ୍ଦ୍ର ଦାସ ଓ ସବିତା ମଲ୍ଲିକ ପ୍ରମୁଖ ସ୍ବେଛାସେବୀ ମାନଙ୍କ ସହଯୋଗ ନେଇ ବୃକ୍ଷ ମାନଙ୍କର ଚତୁଃପାର୍ଶ୍ଵର ପରିସ୍କାର ଓ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି ।

Leave a Reply

Your email address will not be published. Required fields are marked *