ପାରଳାଖେମୁଣ୍ଡି ରେ ଖୋଲା ହେଲା ରଥ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳଖେମୁଣ୍ଡି ରେ ରଥ ଯାତ୍ରା ପରିସମାପ୍ତ ପରେ ରଥ ତିନୋଟି ରହିଥିଲା ରାଜ ଦାଣ୍ଡରେ ! ବର୍ତ୍ତମାନ ଜିଲ୍ଲା ପ୍ରସାଶନ ଓ ରଥ ଯାତ୍ରା କମିଟି ପକ୍ଷରୁ ଏହାକୁ ଭଙ୍ଗା ଯାଇଛି । ବଡ଼ ଦାଣ୍ଡରେ ତିନୋଟି ରଥ ଥିବାରୁ ଟ୍ରାଫିକ ସମସ୍ୟା ଓ ଯାତାୟାତ ରେ ଅସୁବିଧା ହେଉଥିଲା । ତାହା ସହ ଯାନ ବାହନ ଯାତାୟାତ ରେ ମଧ୍ୟ ଅସୁବିଧା ହେଉଥିଲା !

Leave a Reply

Your email address will not be published. Required fields are marked *