ମେଣ୍ଟେନାନ୍ସ ନାମରେ ଘଣ୍ଟା ଘଣ୍ଟା ବିଜୁଳି କାଟ : କିନ୍ତୁ ଏହା ବାସ୍ତବ ଚିତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମେଣ୍ଟେନାନ୍ସ ନାମରେ ହେଉଛି ଘଣ୍ଟା ଘଣ୍ଟା ବିଜୁଳି କାଟ , କିନ୍ତୁ ଏହା ବାସ୍ତବ ଚିତ୍ର ଅଟେ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ବିଦ୍ୟୁତ ବିଭାଗ ମେଣ୍ଟେନାନ୍ସ ନାମରେ ବାରମ୍ବାର ବିଦ୍ୟୁତ କାଟି ଥାଆନ୍ତି ! କିନ୍ତୁ ସହର ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକରେ ଡ।ଳପତ୍ର ଗୁଡେଇ ହୋଇଥିବାର ଦେଖିବାକୁ ମିଳିଛି ! ବିଭାଗର କଣ ଏଥିପ୍ରତି ଦୃଷ୍ଟି ପଡ଼ୁନି । ସହର କୁ ଉଜ୍ଜଳ କରିବେ କଣ ଅନ୍ଧାର କରୁଛନ୍ତି ।

Leave a Reply

Your email address will not be published. Required fields are marked *