ଗଜପତି ମେମୋରିଆଲ ଟ୍ରଷ୍ଟ ପକ୍ଷ ରୁ ୪୭ ତମ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି : ମୂର୍ତ୍ତି କାରିଗର କାର୍ଯ୍ୟ ରେ ନିମଗ୍ନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଖଞ୍ଜା ସାହି ନିକଟରେ ଗଜପତି ମେମୋରିଆଲ ଟ୍ରଷ୍ଟ ପକ୍ଷ ରୁ ୪୭ ତମ ଦୁର୍ଗ। ପୂଜା ସକାଶେ ମୂର୍ତ୍ତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତି ବର୍ଷ ଭଳି ବ୍ରହ୍ମପୁର ରୁ କାରିଗର ଆସି ମା ଙ୍କ ମୂର୍ତ୍ତି ଓ ପେଣ୍ଡାଲ ସାଜସଜ୍ଜା କାର୍ଯ୍ୟ ରେ ନିୟୋଜିତ ରହିଛନ୍ତି ! ସଭାପତି ଗରୁଡ଼ ଚୌଧରୀ, ସଂପାଦକ ଦିଲ୍ଲୀପ କୁମାର ଦାସ, ୱାଇ ରାମୁଲୁ ଓ କମିଟି ସଦସ୍ୟଙ୍କ ସହଯୋଗ ରେ ଚାଲିଛି ପ୍ରସ୍ତୁତି !

Leave a Reply

Your email address will not be published. Required fields are marked *