ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବୈଦେଶ୍ଵର ରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ନିର୍ମାଣ ସ୍ଥାନ କୁ ବିରୋଧ କରି ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ ! ବୈଦେଶ୍ଵର ସରପଞ୍ଚ ସୁରଞ୍ଜନ ପଣ୍ଡା ଙ୍କ ନାମରେ ଅଭିଯୋଗ ଆଣିଲା ଯୁବ କଂଗ୍ରେସ । ତେବେ କଲ୍ୟାଣ ମଣ୍ଡପ ପ୍ରସ୍ତାବିତ ଜାଗାରେ ଲେ ଆଉଟ ଅବସରରେ ଯୋଗଦେବା ପାଇଁ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଆସୁଥିବା ସମୟରେ ବିରୋଧ ହେବା ଖବର ଶୁଣି ବାଟରୁ ଫେରି ଯାଇଥିବା ନେଇ ଶୁଣିବାକୁ ମିଳୁଛି ।
ପ୍ରସ୍ତାବିତ କଲ୍ୟାଣମଣ୍ଡପ ନିର୍ମାଣ ସ୍ଥାନକୁ ବିରୋଧ କରି ଧାରଣାରେ କଂଗ୍ରେସ କର୍ମୀ !!!

