ଆମ ରିପୋଟରଗଜପତିଜିଲ୍ଲା

ରାମଗିରିରେ ବ୍ଲକ ସ୍ତରୀୟ ସମାବେଶ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକର ରାମଗିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ସମାବେଶ ହୋଇଥିଲା।ଉକ୍ତ…

ଆମ ରିପୋଟରଜିଲ୍ଲାବରଗଡ଼

ନୃସିଂହନାଥରେ ରାଜ୍ୟସ୍ତରୀୟ ଅଖିଳ ଭାରତୀୟ ଗେଣ୍ଡାୱାନା ମହାସଭାର ନୁଆଁଖାଇ ଭେଟ ଘାଟ !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ନୃସିଂହନାଥରେ ରାଜ୍ୟସ୍ତରୀୟ ଅଖିଳ ଭାରତୀୟ ଗେଣ୍ଡାୱାନା ମହାସଭାର ନୁଆଁଖାଇ ଭେଟ ଘାଟ ! ପଶ୍ଚିମ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬ : ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬ : ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ…

ଆମ ରିପୋଟରଗଜପତିଜିଲ୍ଲା

ଏଆଇଆଇଏମ୍ଏସ୍ କଲ୍ୟାଣୀରୁ ଏମବିବିଏସ୍ ରେ ସ୍ୱର୍ଣ୍ଣପଦକ ହାସଲ କଲେ ଗୁରାଣ୍ଡିର ଝିଅ ସର୍ମିଷ୍ଠା ରାଉତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ମାଟିର ଝିଅ ସର୍ମିଷ୍ଠା ରାଉତ ପଶ୍ଚିମବଙ୍ଗର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ପାଇଁ ସର୍ବ ଦଳୀୟ ବୈଠକ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆସନ୍ତା କାଲି ଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ! ବିଧାନସଭା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମା ଭଗବତୀଙ୍କ ପାଣିତୋଳା ଯାତ୍ରାରେ ମା ମଙ୍ଗଳା ନାଟ୍ୟ ସଂସଦର ସାମାଜିକ ନାଟକ ମଞ୍ଚସ୍ଥ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ : ୟୁନିଫର୍ମ ପିନ୍ଧି ଯାଞ୍ଚ ନାଁରେ ଠକେଇ – ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଆର୍ଥିକ ଓ ଯୌନ ଶୋଷଣ ଅଭିଯୋଗ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନିଜକୁ ଆର୍‌ଟିଓ ବିଭାଗର ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ଭାବେ ପରିଚୟ ଦେଇ…

ଆମ ରିପୋଟରକଟକଜିଲ୍ଲା

ଦୁଲଣାପୁରରେ ଭୂମିପୂଜନ : ବିକାଶର ଆଉ ଏକ ପଦକ୍ଷେପ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁର ପଞ୍ଚାୟତରେ ବାବା ବାଲୁଙ୍କେଶ୍ୱରଙ୍କ ରୋଷଘର ଏବଂ ମା’…

ଆମ ରିପୋଟରକନ୍ଧମାଳଜିଲ୍ଲା

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପୂଜା, ପର୍ବପର୍ବାଣୀ ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର…

ଅପରାଧଆମ ରିପୋଟରକଟକଜିଲ୍ଲା

ଚୋର ସନ୍ଦେହ ରେ ଦୁଇ ଯୁବକ ଙ୍କୁ ବିଦ୍ୟୁତ ଖୁଣ୍ଟି ରେ ବାନ୍ଧି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚୋର ସନ୍ଦେହ ରେ ଦୁଇ ଯୁବକ ଙ୍କୁ ବିଦ୍ୟୁତ ଖୁଣ୍ଟି ରେ ବାନ୍ଧି ନିସ୍ତୁକ…