କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଉପକଣ୍ଠ କନ୍ଦରପୁର ଗ୍ରାମର ସମସ୍ତ ଶ୍ରଦ୍ଧାଳୁ , ଉପାସକ ଏକାଠି ହୋଇ ପଣ୍ଡିତ ବିଶ୍ୱରଂଜନ କରଙ୍କ ଦ୍ଵାରା ଯଥାବିଧି ପୂର୍ବକ ପୂଜା ଅର୍ଚ୍ଚନା କରାଯାଇ ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ ପର୍ବ କନକେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପାଳିତ ହେଇଯାଇଛି । ଅମରଦିପ କ୍ଲବର ସଭାପତି ଅଜୟ ପ୍ରଧାନ, ସମ୍ପାଦକ ଦୀପକ ସାହୁ, ହେମନ୍ତ ପ୍ରଧାନ, ପ୍ରିୟରଞ୍ଜନ ରାଉତ, ଜ୍ୟୋତି ରଞ୍ଜନ ପ୍ରଧାନ, କାଳନ୍ଦୀ ସାହୁ, ଲକ୍ଷ୍ମୀଧର ପ୍ରଧାନ, ରୋଶନ ସାହୁ ଗ୍ରାମର ଲୋକ ପ୍ରତିିନିଧି ପ୍ରତାପ ରାଉତ, ନିରଞ୍ଜନ ବେହେରା, ଜିତେନ୍ଦ୍ର ସାହୁ, ସରୋଜ ମିଶ୍ର, ଅଭିଜିତ ଓତା, ଶୁଭକାନ୍ତ ଓତା, ସୌମ୍ୟ ରଞ୍ଜନ ପଟ୍ଟାୟକ ପ୍ରମୁଖ ଉପସ୍ଥିତି ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ।
କନ୍ଦରପୁର ଗ୍ରାମ ଦେବତୀ କନକେଶ୍ୱରୀ ପୀଠରେ ଜନ୍ମାଷ୍ଟମୀ ପାଳିତ ।

