କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉଷୁମା ପଞ୍ଚାୟତ ଖେଳ ପଡ଼ିଆରେ ଉଷୁମା ପ୍ରିମିୟମ ଲିଗ୍ କ୍ରିକେଟ୍ ମ୍ୟାଚ୍ ଉଦଘାଟିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ଉଷୁମା ପଞ୍ଚାୟତର ସରପଞ୍ଚ ଯଚିନ୍ଦ୍ର କୁମାର ସାହୁ ଅତିଥି ରୂପେ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ . ଉଷୁମା ଗ୍ରାମର ସମସ୍ତ ସଦସ୍ୟ ସହଯୋଗ କରିବା ସହ ଏହି ଖେଳ ୫ଟି ଟିମକୁ ନେଇ ୫ ଦିନ ଧରି ଚାଲିବ ।
ଉଷୁମା ପ୍ରିମିୟମ ଲିଗ୍ ଉଦଘାଟିତ !!!

