ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କଟକ ଜିଲ୍ଲା ୧୯ ନମ୍ବର ଜୋନ ରେ ଆପ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର . ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ସ୍ଥାନରେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ପ୍ରାର୍ଥୀ ହୋଇଥିବା ସମୟରେ କଟକ ଜିଲ୍ଲା ୧୯ ନମ୍ବର ଜୋନ ରେ ଆମ ଆଦମୀ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଛନ୍ତି ଅଞ୍ଜନ କୁମାର ସାହୁ . କେଜ୍ରିୱାଲ ସରକାରଙ୍କ ଦିଲ୍ଲୀ ମଡେଲ ର ଉଦାହରଣ ଏବଂ ଦୁର୍ନୀତି ଭ୍ରଷ୍ଟାଚାର ମୂଳୋତ୍ପାଟନର ନାରା ଦେଇ ଜୋରଦାର ପ୍ରଚାର ଚଳାଇଛନ୍ତି ଅଞ୍ଜନ ସାହୁ .
କଟକ ଜିଲ୍ଲା ୧୯ ନମ୍ବର ଜୋନ ରେ ଆପ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର !!!

