ବାଣପୁର ରେ ବିଜେପିର ସାମ୍ବାଦିକ ସମ୍ମିଳନୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଠାରେ ସାମ୍ବାଦିକ ସମ୍ମିଳନୀ କଲେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ . କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା କୁ କେନ୍ଦ୍ର କରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ ଓ ଚିଲିକା ନିର୍ବାଚନ ମଣ୍ଡଳୀ ରେ ନିଶ୍ଚିତ ଭାବେ ଭାରତୀୟ ଜନତା ପାର୍ଟି ବିଜୟ ପ୍ରାପ୍ତି ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି . ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ପଞ୍ଚାୟତ ରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଖୁଲାସା ହେବ ବୋଲି ଭ୍ରଷ୍ଟ ନେତା ଏବଂ ସରକାରୀ କର୍ମଚାରୀଙ୍କୁ ଚେତାବନୀ ଦେଲେ ବିଜେପି ନେତା ପୃଥ୍ୱୀରାଜ ହରିଚନଦନ ।

Leave a Reply

Your email address will not be published. Required fields are marked *