ଭୋଟ ଗଣତି ଆରମ୍ଭ : ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆରମ୍ଭ ହୋଇଛି ଗଣତି . ସବୁ ଆକଳନ କୁ ପଛରେ ପକାଇ ବହୁ ଆଗରେ ରହିଛି ଶାସକ ବିଜୁ ଜନତା ଦଳ . ତେବେ ସାମନାକୁ ଆସିଥିବା ଫଳାଫଳ ଏକ ଟ୍ରେଣ୍ଡ . ଯାହା ପରବର୍ତ୍ତୀ ସମୟରେ ବଦଳି ପାରେ . ରାଜ୍ୟ ନିର୍ବାଚନ କମିଶନ ଙ୍କ କାର୍ଯ୍ୟାଳୟ ସୂଚନା ଆଧାରରେ ଅଦ୍ୟାବଧି ଗଣା ଯାଇଥିବା 310 ଟି ଜିଲ୍ଲା ପରିଷଦ ଆସନରେ 259 ଟି ଆସନରେ ବିଜେଡି , 28 ଟି ଆସନରେ ବିଜେପି , 16 ଟି ଆସନରେ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ 7 ଟି ଆସନରେ ଆଗୁଆ ଅଛନ୍ତି .

Leave a Reply

Your email address will not be published. Required fields are marked *