ନରେନ୍ଦ୍ରପୁର ପଞ୍ଚାୟତ ହଳନ୍ଦା ଗ୍ରାମରେ ଲୋକାର୍ପଣ ହେଲା ସରକାରୀ ହୋମିଓପାଥିକ ଚିକିତ୍ସାଳୟ !!!

0
537

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତରେ ଲୋକାର୍ପିତ ହେଲା ହୋମିଓପାଥିକ ଚିକିତ୍ସାଳୟ l ଉକ୍ତ କାର୍ଯ୍ୟକ୍ରମରେ ଆୟୁସ ନିର୍ଦ୍ଦେଶକ ଓଡିଶା ଡା.ଭୁମେଶ କୁମାର ବେହେରା, ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରିଣୀ ଡା.ସୁମନ୍ନା କୁମାରୀ ପଣ୍ଡା ଓ ଏଲ ଆର ଡା.ଅରୁନ ମଲ୍ଲିକ ଉପସ୍ଥିତ ଥିବା ସମୟରେ ହୋମିଓପାଥିକ୍ ଚିକିତ୍ସିକା, ହଳନ୍ଦା ଡା.ମଧୂସ୍ମିତା ତ୍ରୀପାଠୀ କାର୍ଯ୍ୟକ୍ରମର ସମସ୍ତ ଆୟୋଜନ କରିଥିଲେ l ଅଞ୍ଚଳର ସ୍ବୟଂସେବିକା ଗୋଷ୍ଠି ର ମହିଳା ଓ ବୁଦ୍ଧିଜୀବି ହୋମିଓପାଥିକ୍ ଚିକିତ୍ସାଳୟରେ ଉପସ୍ଥିତ ରହି ଆଜିର ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here