ଛୁଆଁ ଅଛୁଆଁ ଭେଦଭାବ ଆଗରେ ଫିକା ପଡ଼ିଗଲା ମଣିଷପଣିଆ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଛୁଆଁ ଅଛୁଆଁ ଭେଦଭାବ ଆଗରେ ଫିକା ପଡ଼ିଗଲା ମଣିଷପଣିଆ . ଶ୍ମଶାନର ଅନ୍ତିମକାଳୀନ ପରିସ୍ଥିତିରେ ମଧ୍ୟ ମାନବିକତା କୁ ମାରିଦେଲା ଛୁଆଁ ଅଛୁଆଁ ଭେଦଭାବ . ୬ ମାସ ତଳେ ପୁଅ ଅନ୍ୟ ଜାତି ଘରେ ଖାଇ ଦେଇଥିବାରୁ ମା’ର ଶବକୁ ଛୁଇଁଲେନି ଗ୍ରାମବାସୀ। । ଭୁଲିଗଲେ ମାନବିକତା । ଶେଷରେ ଛୁଆଁ ଅଛୁଆଁ ଭେଦଭାବ ଆଗରେ ଫିକା ପଡ଼ିଗଲା ମଣିଷପଣିଆ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗ୍ରାମରେ ଦେଖିବାକୁ ମିଳିଛି ଏପରି ହୃଦୟ ବିଦାରକ ଓ ଅମାନବୀୟ ଘଟଣା ।

Leave a Reply

Your email address will not be published. Required fields are marked *