ଭତ୍ତା ଟଙ୍କା ଆଣିବାକୁ ଯାଇ ବୃଦ୍ଧାଙ୍କ ମୃତ୍ୟୁ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଭତ୍ତା ଟଙ୍କା ଆଣିବାକୁ ଯାଇ 106 ବର୍ଷୀୟ ବୃଦ୍ଧା ଙ୍କ ମୃତ୍ୟୁ | ମୃତ ବୃଦ୍ଧା ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳୋ ପଞ୍ଚାୟତ ର କମଳୀ ଦେଈ | ତେବେ ଗତ କିଛି ମାସ ହେବ ତାଙ୍କୁ ମାସିକ ଭତ୍ତା ଟଙ୍କା ମିଳି ନଥିବାରୁ ଆଜି କମଳୀ ଭତ୍ତା ଟଙ୍କା ଆଣିବାକୁ ଯାଉଥିଲେ ! ତେବେ ଯିବା ବାଟ ରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି |

Leave a Reply

Your email address will not be published. Required fields are marked *