ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ବଳିଦାନର ୭୫ ବର୍ଷ ପୂର୍ତ୍ତି ଅବସରରେ , ଗାନ୍ଧୀବାଦୀ ଗଣ ସଂଗଠନ ସମୂହ ତରଫରୁ ବର୍ଷ ବ୍ୟାପି ପ୍ରାୟଶ୍ଚିତ ଓ ସଂକଳ୍ପର ରାଷ୍ଟ୍ରୀୟ ଅଭିଯାନ ଆରମ୍ଭ ହୋଇଛି !
ଗାନ୍ଧୀବାଦୀ ଗଣ ସଂଗଠନ ସମୂହ ତରଫରୁ ବର୍ଷ ବ୍ୟାପି ପ୍ରାୟଶ୍ଚିତ ଓ ସଂକଳ୍ପର ରାଷ୍ଟ୍ରୀୟ ଅଭିଯାନ !!!

