ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ପରିସରରେ ମିଶ୍ରଣ ପର୍ବ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭାରତୀୟ ଜନତା ପାର୍ଟିରେ ମଶିଲେ ବିଶିଷ୍ଟ ସମାଜସେବୀ ଡଃ ଅମ୍ବିକା ମହରଣା ! ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ତଥା ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ମହିଳା ନେତ୍ରୀ ରଶ୍ମି ମହାପାତ୍ର ଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବରେ ବିଜେପିରେ ସାମିଲ ହୋଇଛନ୍ତି ! ଆଉ ଏକ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଉପସ୍ଥିତିରେ ମାନସ କର , ଶ୍ରଦ୍ଧାଞ୍ଜଳି ରାୟ ପ୍ରମୂଖ ଆନୁଷ୍ଠାନିକ ଭାବରେ ବିଜେପିରେ ସାମିଲ ହୋଇଛନ୍ତି !

Leave a Reply

Your email address will not be published. Required fields are marked *