ଆଗକୁ ସାବିତ୍ରୀ : ବଜାର ରେ ଲିଚୁ କୋଳି ବିକ୍ରି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଜାରରେ ଲିଚୁ କୋଳି ର ପସରା ଦେଖିବାକୁ ମିଳିଛି ! ଆଗକୁ ସାବିତ୍ରୀ ଅମାବାସ୍ୟା ଥିବାରୁ ଲୋକେ ଶ୍ରଦ୍ଧାରେ ଲିଚୁ କ୍ରୟ କରୁଛନ୍ତି ! ଲିଚୁ କୋଳି ର ମଜା ନେଉଛନ୍ତି ଲୋକେ , ପାଟିକୁ ମିଠା ଖଟା ଲାଗୁଥିବା ଲିଚୁ କୋଳି ର ଏବେ ବେଶ ଚାହିଦା ରହିଛି ! ଲୋକେ ମଧ୍ୟ ଏହାକୁ ଆଗ୍ରହର ସହ କ୍ରୟ କରୁଛନ୍ତି। ବର୍ତ୍ତମାନ ଏହି ଲିଚୁ କୋଳି ଗଜପତି ଜିଲ୍ଲା ର ରାମଗିରି ଅଞ୍ଚଳ ରୁ ଆସୁଥିବା ବେଳେ ବଜାରରେ ଦର କେଜି ପିଛା ଦୁଇ ଶହ ରହିଛି ।

Leave a Reply

Your email address will not be published. Required fields are marked *