ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ପାରଳା ବିଧାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପୁଡୁନି ଗ୍ରାମ ଠାରେ ନୂତନ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ l ବିଧାୟକ ମା ଙ୍କ ପୂଜାର୍ଚନା କରି ଅଞ୍ଚଳବାସୀ ଙ୍କ ଶୁଭ ମନାସି ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଏହି ଉତ୍ସବରେ ବିଧାୟକଙ୍କ ସହିତ ଜି.ତିରୁପତି ରାଓ, ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଏନ.ଭୀରରାଜୁ, ଗୁମ୍ମା ଉପାଧ୍ୟକ୍ଷ ଶ୍ରୀନିବାସ, ସରପଞ୍ଚ ଅଖିଳ ପାତ୍ର, ସରପଞ୍ଚ ଲିଙ୍ଗରାଜୂ , ଜଗନ୍ନାଥ ରାଜୁ,ବରିଷ୍ଠନେତା ଗଜପତି ରାଓ, ବିଜେଡି କର୍ମୀ ଓ ବିଜୁ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *