ପାରଳାଖେମୁଣ୍ଡି ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହରରେ ବଢ଼ିବାରେ ଲାଗିଛି ଟ୍ରାଫିକ ସମସ୍ୟା ! ନିୟନ୍ତ୍ରଣ ବାହାରେ ଟ୍ରାଫିକ , ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି । କିନ୍ତୁ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି ପ୍ରଶାସନ । ଉଠା ପରିବା ଦୋକାନୀଙ୍କ କାରଣରୁ ଗୁରୁତର ହେଉଛି ଟ୍ରାଫିକ ସମସ୍ୟା ! ନୂତନ ବଜାର ସୃଷ୍ଟି ହୋଇଛି , ବର୍ତ୍ତମାନ ସେଠାରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହଉଛି । ଗାଡ଼ି ମଟର ଜାମ ହେଉଛି । ଦୁର୍ଘଟଣା ଘଟୁଛି , ତେବେବି କାର୍ଯ୍ୟାନୁଷ୍ଠାନ ନେଉନି ପୌର ପରିଷଦ ! ସନ୍ଧ୍ୟା ହେଲେ ସହରରେ ଟ୍ରାଫିକ ବୃଦ୍ଧି ପାଉଛି , ଉଠାଦୋକାନୀ ରାସ୍ତା ଉପରକୁ ଆସୁଥିବା ସହ ଥିବା ଦୋକାନ ଗୁଡିକ ଆଗକୁ ପସରା ପକାଇବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।

Leave a Reply

Your email address will not be published. Required fields are marked *