ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ବିଭିନ୍ନ ହାଇସ୍କୁଲ ରେ ଛାତ୍ର ଛାତ୍ରୀଙ୍କୁ ଜଳାତଙ୍କ ଦିବସ ଉପରେ ଲିଫଲେଟ ଦେଇ ସଚେତନତା କରାଯାଇଥିଲ । ଏହି କାର୍ଯକ୍ରମ ରେ ବିଭାଗର କର୍ମଚାରି ଉପସ୍ଥିତ ରହି ଜଳାତଙ୍କ ରୋଗ ର ଲକ୍ଷଣ ଉପରେ ନିଜର ମତ ପ୍ରକାଶ କରିଥିଲେ । ସରକାର ବ୍ୟାପକ ସଚେତନତା ସକାଶେ ବିଭାଗକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଚଳିତ ବର୍ଷ ଟିକା କରଣ କରାଯାଇନଥିବା ବିଭାଗ ପ୍ରକାଶ କରିଛନ୍ତି ।
ବିଶ୍ୱ ଜଳାତଙ୍କ ଦିବସ ସଚେତନତା କାର୍ଯ୍ୟକ୍ରମ !!!

