‘ଘରକୁ ଘର’ (D2D) ସର୍ଭେ ଅଭିଯାନ–୨୦୨୬ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଏକ ସ୍ୱଚ୍ଛ, ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ‘ଘରକୁ ଘର’ (D2D) ସର୍ଭେ ଅଭିଯାନ–୨୦୨୬ ଆଜି ଗୋଷାଣୀ ବ୍ଲକ ରେ ଶୁଭାରମ୍ଭ ହୋଇଛି । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରେ ଏକ ସ୍ବଚ୍ଛ, ଓ ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ନିମନ୍ତେ ଘରକୁ ଘର ସର୍ଭେ ଅଭିଯାନ 2026 ଶୁଭ ଆରମ୍ଭ ହୋଇଛି ! ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ , ବୁଥ ଲେବଲ ଅଫିସର ଏହି ଭଳି ବିଭିନ୍ନ ଅଧିକାରି ତଥ୍ୟ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଛି ! ଏହି କ୍ରମରେ ନିର୍ଭୁଲ ଓ ସ୍ବଚ୍ଛ ଭୋଟର ତାଲିକା ପ୍ରସ୍ତୁତି ହୋଇ ପାରିବ ବୋଲି ଜଣା ପଡିଛି !

Leave a Reply

Your email address will not be published. Required fields are marked *