ରାମ ସାଗର ରାସ୍ତାରେ ଦୀର୍ଘଦିନ ହେଲା ଜଳୁ ନାହିଁ ଷ୍ଟ୍ରିଟ୍ ଲାଇଟ୍ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାମ ସାଗର ରାସ୍ତାରେ ଦୀର୍ଘଦିନ ହେଲା ଷ୍ଟ୍ରିଟ୍ ଲାଇଟ୍ ଜଳୁ ନାହିଁ ଲୋକେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ! ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ର କେରାଣ୍ଡି ପଞ୍ଚ।ୟ ତ ର ରମସାଗର ଛକ ଠାରୁ ଫରେଷ୍ଟ ଛକ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନାହିଁ ଯାହା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ବର୍ତ୍ତମାନ୍ କାର୍ତ୍ତିକ ମାସ ହୋଇ ଥିବାରୁ ଲୋକେ ମଠ ମନ୍ଦିର ଯାତାୟାତ କରୁଛନ୍ତି। ଅନ୍ଧାର ହେଲେ ଅସାମାଜିକ ଲୋକଙ୍କ ଆଡ।ସ୍ଥଳି ପାଲଟିଛି । ଲୋକେ ରାସ୍ତା ଉପରେ ମଦ ପିଇ ନିଶା ଗ୍ରସ୍ତ ରେ ଥାଉଛନ୍ତି। ଚୋରି ରାହାଜାନି ହୋଇ ପାରେ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ରହିଛି। ପୋଲିସ ପେଟ୍ରୋଲଙ୍ଗ କରିବାର ଆବଶ୍ୟକ ରହିଛି। ଜନସାଧାରଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଆବଶ୍ୟକ ରହିଛି। ଏଥି ପ୍ରତି ବ୍ଲକ ପ୍ରସାଶନ ହଉ ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେଲେ ଜନ ସାଧାରଣ ଉପକୃତ ହୋଇ ପାରିବେ ବୋଲି ଆଶା କର। ଯାଉଛି।

Leave a Reply

Your email address will not be published. Required fields are marked *