ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦୁଲଣାପୁର ଗ୍ରାମର ସୁକନ୍ୟା , ଧର୍ମପରାୟଣ ସ୍ନେହୀ ମହିଳା ୰ ଖତି ବେୱ। ଙ୍କ ଚଉଦ ତମ ଶ୍ରାଦ୍ଧ ବାର୍ଷିକୀ ତଥା ସ୍ମୃତି ଚାରଣ ଦିବସରେ ପାଠ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେବ ! ଡମପଡା ବ୍ଲକ ବାରବାଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଆସନ୍ତା 23 ତାରିଖ ସୋମବାର ପୂର୍ବାହ୍ନ 10 ଘଟିକା ସମୟରେ ପାଠ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାଯାଇଛି !


