ଆମ ରିପୋଟରଗଜପତିଜିଲ୍ଲା

ପାରମ୍ପରିକ ଖାଦ୍ୟର ପୁଷ୍ଟିକର ମୂଲ୍ୟ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ NATIONAL CHILDRENS’ SCIENCE CONGRESS…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଅଫିସ ରୁ ଫେରିବା ରାସ୍ତାରେ ଯୁବକ ନିଖୋଜ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ୨୨ବର୍ଷର ଯୁବକ ସ୍ୱାଧୀନ କୁମାର…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ରେ ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ରେ ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ . ଢେଙ୍କାନାଳ ପୁଲିସ ମୁଖ୍ୟାଳୟରେ ଆଜି…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡରେ ବିଜେଡିର ବିଶାଳ ବିକ୍ଷୋଭ ଶୋଭାଯାତ୍ରା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ଗର୍ଜିଲା ବିଜେଡି ।…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଆଇଚର ବୋଲେରୋ ମୁହାଁ ମୁହିଁ ଧକ୍କା : ୭ ଯାତ୍ରୀ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଇଚର ବୋଲେରୋ ମଧ୍ୟରେ ମୁହାଁ ମୁହିଁ ଧକ୍କା । ଦୁର୍ଘଟଣା ଫଳରେ ୭ ଯାତ୍ରୀ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ଦାବୀରେ ରାଜ୍ୟ ସ୍ତରୀୟ ଯୁବ ସମ୍ମିଳନୀ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଟାଉନ ହଲ ରେ ଆୟୋଜିତ ହୋଇଯାଇଛି ଏଆଇଡିୱାଇଓ ର ବାର୍ଷିକ ଯୁବ ସମାବେଶ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ରାଜୀବ ଜ୍ୟୋତି ଯୁବକ ସଂଘ ଓ ସତ୍ୟସାଇ ସେବା ସଙ୍ଗଠନ ତରଫରୁ ବ୍ଲଡ଼ ଡୋନେସନ କ୍ୟାମ୍ପ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ରେ ରକ୍ତ ଅଭାବ ଜନିତ ସମସ୍ୟା ଦୂର କରିବା ପାଇଁ ଅନେକ ସ୍ୱେଚ୍ଛାସେବୀ…

ଆମ ରିପୋଟରଜିଲ୍ଲାନୟାଗଡ

ବିଗିଡ଼ିଗଲାଣି ଗମନାଗମନ ବ୍ୟବସ୍ଥା : ଶୁଣୁନି ପ୍ରଶାସନ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିପର୍ଯ୍ୟସ୍ତ ହୋଇ ପଡ଼ିଲାଣି ଗ୍ରାମ ରାସ୍ତାର ଅବସ୍ଥା . କୋଉଠି କଂକ୍ରିଟି ଭାଙ୍ଗି ଗଲାଣି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ : ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ରାଜପଥରେ ପୁଣି ଘଟିଲା ଅଘଟଣ . ମାଛ ଗାଡ଼ି ଧକ୍କାରେ ଜଣେ ସାଇକେଲ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ସତ୍ୟସାଇ ବାବାଙ୍କର 96 ତମ ଜନ୍ମଦିବସ ଉପଲକ୍ଷେ…