ଆମ ରିପୋଟରକଟକଜିଲ୍ଲା

ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠ ଦେଉଳିରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ।

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ବୟାଳିଶ ମୌଜା ଉପକଣ୍ଠ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠ ଦେଉଳି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗମ୍ଭାରୀମୁଣ୍ଡା ଠାରେ ଯୁବାମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରଠାରୁ ବିଜେପି ତାଙ୍କ ଜନ୍ମଦିନକୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ରାଜ୍ୟ ର ସୀମା ବିବାଦର ସମାଧାନ ପାଇଁ ପଦଯାତ୍ରା : ଖୋର୍ଦ୍ଧାରେ ପହଞ୍ଚିଲେ ମୁକ୍ତିକାନ୍ତ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଉଲକେଲାର ୨ ନମ୍ବର ସେକ୍ଟରରେ ବସବାସ କରୁଥିବା ସମାଜସେବୀ ମୁକ୍ତିକାନ୍ତ ନାୟକ ପବିତ୍ର ଗାନ୍ଧୀ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ହିନ୍ଦୁ ଦେବାଦେବୀ ଙ୍କୁ ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କୁ ନେଇ ଉତ୍ତେଜନା : ବାଲିଗୁଡାରେ ଦୋକାନ ବଜାର ବନ୍ଦ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ଜୈନକ ମୁସଲମାନ ଯୁବକ ହିନ୍ଦୁ ଦେବାଦବୀଙ୍କୁ ନେଇ…

ଆମ ରିପୋଟରକଟକଜିଲ୍ଲା

ବ୍ରହ୍ମପୁରା ମଣ୍ଡଳରେ କୃଷକ ମୋର୍ଚ୍ଚାର ପ୍ରଶିକ୍ଷଣ କର୍ମଶାଳା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ବ୍ରହ୍ମପୁରା ମଣ୍ଡଳରେ ଆୟୋଜିତ ହୋଇଯାଇଛି ବିଜେପି କୃଷକ ମୋର୍ଚ୍ଚାର ପ୍ରଶିକ୍ଷଣ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିଦ୍ୟୁତ ସେବା ନାମରେ କାଠ ଚୋରି : ବନ କର୍ମଚାରିଙ୍କ ଦ୍ଵାରା ଶାଗୁଆନ କାଠ ସହ ଗାଡ଼ି ଜବତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚୋରା ଶାଗୁଆନ କାଠ ବୋଝେଇ ଟାଟା ଏସି ଜବତ . ଦାମିଆ ବରବରା ଜଙ୍ଗଲରୁ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଆଦିବାସୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ !

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜରପଡାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମର୍ଦ୍ଧନା !!!

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ମଣ୍ଡଳ ତରଫରୁ ଜରପଡା ଥାନା ଛକ ଠାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗାନ୍ଧୀ ଜୟନ୍ତୀରେ ଵସ୍ତ୍ର ବିତରଣ କଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ ଗ୍ରାମର ଆଦିବାସୀ ସାହିରେ ୟୋର୍ସ ହୋପ…