ଆମ ରିପୋଟରକଟକଜିଲ୍ଲା

କନ୍ଦରପୁର ଗ୍ରାମ ଦେବତୀ କନକେଶ୍ୱରୀ ପୀଠରେ ଜନ୍ମାଷ୍ଟମୀ ପାଳିତ ।

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଉପକଣ୍ଠ କନ୍ଦରପୁର ଗ୍ରାମର ସମସ୍ତ ଶ୍ରଦ୍ଧାଳୁ , ଉପାସକ ଏକାଠି…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ପୌରପାଳିକା ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ !

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ପୌରପାଳିକା ତରଫରୁ ପୁରୁଣା ଜିଲ୍ଲା ପରିଷଦ ଗୃହ ଠାରେ ନିଖିଳ ଭାରତ ସ୍ୱାୟତ୍ତ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଗୁରୁ ରଘୁନାଥ ପାତ୍ର ଙ୍କୁ ସମ୍ବର୍ଦ୍ଧନା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡିଶୀ କଣ୍ଠଶିଳ୍ପୀ ତବଲା ବାଦକ ଗୁରୁ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

କଳିଙ୍ଗନଗର ପୋଲିସ ଦ୍ୱାରା ୫ କୁଖ୍ୟାତ ଗିରଫ ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ପୋଲିସ ପକ୍ଷରୁ ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ପାଞ୍ଚ ଜଣ ଲୁଟେରାଙ୍କୁ ଗିରଫ…

ଆମ ରିପୋଟରଜିଲ୍ଲାନୟାଗଡ

ଦିବଂଗତ ପୂର୍ବତନ ସରପଞ୍ଚଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେଲେ ଦଶପଲ୍ଲା ବିଧାୟକ !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୁଆଗାଁ ବ୍ଳକ୍ ଜାକେଡା ପଞ୍ଚାୟତର ପ୍ରଥମ ସରପଞ୍ଚ ସ୍ୱର୍ଗତ ଚିନ୍ତାମଣି…

ଆମ ରିପୋଟରଜିଲ୍ଲାଯାଜପୁର

ଅଜଣା ଗାଡି ଧକ୍କାରେ ଗର୍ଭବତୀ ମହିଳା ଆହତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ କାଙ୍କଡ଼ପାଳ ଛକ ପାଖ ମୁଖ୍ୟ ରାସ୍ତାରେ ସଡକ…

ଅପରାଧଆମ ରିପୋଟରକଟକଜିଲ୍ଲା

କନ୍ଦରପୁରରେ ଚାଞ୍ଚଲ୍ୟ : ପୂର୍ବତନ ଅଧକ୍ଷଙ୍କୁ ନିର୍ମମ ଭାବେ ହତ୍ୟା ।

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ହତ୍ୟାକାଣ୍ଡ ଘଟଣାକୁ ନେଇ ସମଗ୍ର କନ୍ଦରପୁର ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ . କଟକ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାରେ ବଢି ଚାଲିଛି ସାର କଳା ବଜାରୀ : କୋମାରେ କୃଷି ବିଭାଗ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗଜପତି । ଏଠାକାର ମୁଖ୍ୟ ଜୀବନ…